ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ପ୍ରାୟ ୧୧ଟା ସମୟରେ ସମ୍ବଲପୁରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡାରେ ପ୍ରଥମେ ପହଞ୍ଚି ଥିଲେ। ସେଠାରୁ ହେଲିକପ୍ଟର ଯୋଗେ ଆସି ସେ ସମ୍ବଲପୁରରେ ପହଞ୍ଚିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Popular Categories



