www.samajalive.in
Saturday, December 6, 2025
16.1 C
Bhubaneswar

ଖାଦ୍ୟ ଗ୍ରହଣ କରିବାର ସଠିକ୍ ଉପାୟ

ବହୁ ସମୟରେ ଦେଖାଯାଏ ଯେ, ଭୁଲ୍‍ ପ୍ରଣାଳୀରେ ରୋଷେଇ କରିବା ଦ୍ୱାରା ଖାଦ୍ୟରେ ଥିବା ଭିଟାମିନ ବା ପୋଷକ ତତ୍ତ୍ୱ ନଷ୍ଟ ହୋଇ ଯାଇଥାଏ। ଏହା ଦ୍ବାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ରୋଗାକ୍ରାନ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସଠିକ୍ ଉପାୟରେ ଖାଦ୍ୟ ଗ୍ରହଣ କରିବାର ଉପାୟ….

 

- Advertisement -

ରସୁଣକୁ କାଟିବା ଦ୍ବାରା ଏଥିରେ ଥିବା ଏନଜାଇନ ଓ ଏଲିସିନ ନଷ୍ଟ ହୋଇଥାଏ। ତେଣୁ ରସୁଣକୁ ଛୁରୀ ଦ୍ୱାରା ଚାପିକି ଖାଇଲେ ଏଥିରେ ଥିବା ଭିଟାମିନ ଦୃଦୟ ଓ ରକ୍ତ କୋଷିକା ପାଇଁ ହିତକାର ହୋଇଥାଏ।

ଗାଜରକୁ କାଟିବା ଦ୍ୱାରା ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ। ଗବେଷଣାରୁ ଜଣାପଡିଛି ଯେ ଗାଜରକୁ କାଟିକି ଖାଇବା ପରିବର୍ତ୍ତେ ସାଲଟ ବା ସୁପରେ ଗୋଟା ବ୍ୟବହାର କରିବା ଆବଶ୍ୟକ।

ଆଳୁକୁ ଛାଣି ଖାଇବା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ଦ୍ୱାରା ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଆଳୁକୁ ସିଝେଇ ଖାଇବା ଶରୀର ପାଇଁ ହିତକାର ହୋଇଥାଏ । ସିଝା ଆଳୁ ଖାଇଲେ କର୍କଟ ଓ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

ଫାଷ୍ଟପୁଡ ଖାଦ୍ୟରେ ସାଧାରଣତଃ ସସର ଅଧିକ ବ୍ୟବହାର କରାଯାଏ। କିନ୍ତୁ ଏହି ସସ ଶରୀରରେ ଅଧିକ ମାତ୍ରାରେ ଚର୍ବି ବୃଦ୍ଧି କରିଥାଏ। ସସ ପରିବର୍ତ୍ତେ ଆପଣ ଧନିଆ ଓ ଲେମ୍ବୁକୁ ଗାନିସିଙ୍ଗ ପାଇଁ ବ୍ୟବହାର କରି ପାରିବେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories