ଭବାନୀପାଟଣା : ଭବାନୀପାଟଣାର ଶ୍ରୀ କୃଷ୍ଣ ନଗରରେ ୨ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଆୟୋଜିତ ହେବାକୁ ଥିବା ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଭବାନୀପାଟଣା ସମେତ ସମ୍ବେଦଶୀଳ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭବାନୀପାଟଣାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
Popular Categories



