www.samajalive.in
Monday, December 15, 2025
27.1 C
Bhubaneswar

ବଢିଲା ଅଡ଼ୁଆ; ବିବାହ କରିପାରିବେନି ବିଜୟ ଶଙ୍କର

ଭୁବନେଶ୍ବର: ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା ଆହୁରି ଜଟିଳ ହୋଇପଡ଼ିଛି। ପ୍ରତ୍ୟୁଷାଙ୍କୁ ବିଜୟ ଶଙ୍କର ଏବେ ବିବାହ କରିପାରିବେ ନାହିଁ। ମଙ୍ଗଳବାର କଟକ ବିବାହ ପଞ୍ଜିକରଣ ଅଧିକାରୀ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ କରିଛନ୍ତି। ବିବାହ ପାଇଁ ଦାଖଲ ହୋଇଥିବା ଆବେଦନ ପତ୍ରରେ ତ୍ରୁଟି ଦର୍ଶାଇ ଏହାକୁ ଖାରଜ କରାଯାଇଛି। ମିଳିଥିବା ଖବର ମୁତାବକ, ଆବେଦନ ପତ୍ରରେ ପ୍ରତ୍ୟୁଷା ଅବିବାହିତ ଦର୍ଶାଯାଇଥିଲା। ମାତ୍ର ପ୍ରତ୍ୟୁଷା ବିବାହ କରି ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି, ଯାହାକି ଆବେଦନ ପତ୍ରରେ ଦର୍ଶାଯାଇନଥିଲା।

ସୂଚନାଯୋଗ୍ୟ, ପୂର୍ବତନ ବାନ୍ଧବୀ ସୋମାଲିକା ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଥିଲେ। ଏହା ବିରୋଧରେ ସେ ଆବେଦନ ମଧ୍ୟ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories