www.samajalive.in
Saturday, December 6, 2025
23.1 C
Bhubaneswar

ମିଥୁନ ଚକ୍ରବର୍ତ୍ତୀଙ୍କ ବାପାଙ୍କ ଦେହାନ୍ତ : ଲକଡାଉନ୍ ଯୋଗୁଁ ବେଙ୍ଗାଲୁରୁରେ ଫସିଛନ୍ତି ଅଭିନେତା

– ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପିତାଙ୍କ ଦେହାନ୍ତ ହୋଇଛି।
– ମୁମ୍ବଇରେ ତାଙ୍କ ପିତା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ଦେହାନ୍ତ ହୋଇଛି।
– ଲକଡ଼ାଉନ ପାଇଁ ମିଥୁନ ବର୍ତ୍ତମାନ ବାଙ୍ଗାଲୋରରେ ଫସି ରହିଛନ୍ତି।
ମୁମ୍ବଇ : ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବାପାଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ତାଲାବନ୍ଦ ଯୋଗୁଁ ମିଥୁନ ବର୍ତ୍ତମାନ ବେଙ୍ଗାଲୁରୁରେ ଫସି ରହିଛନ୍ତି। ଦୀର୍ଘ ଦିନ ଧରି ବସନ୍ତ କୁମାର ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଖବର ଅନୁଯାୟୀ କିଡନୀ ଫେଲ ହେତୁ ବସନ୍ତ କୁମାରଙ୍କ ମୃତ୍ୟୁ ଘଟିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories