ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀରେ ରହିବ ‘ପରିବେଶ ଶିକ୍ଷା’ ୟୁନିଟ୍, MIL ବିଷୟରେ ଅନ୍ତର୍ଭୁକ୍ତ ହେଲା ‘ମୂଲ୍ୟବୋଧ ଶିକ୍ଷା’ ୟୁନିଟ୍, ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି…
ବେଆଇନ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ନିର୍ଦ୍ଦେଶ, ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ…
ଆସନ୍ତାକାଲି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି, ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଜଳଭଣ୍ଡାର…
ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ASO ଗିରଫ, ଆସିଷ୍ଟାଣ୍ଚ ସେକ୍ସନ୍ ଅଫିସର (ASO) ସୁଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମହିଳା ଥାନା ପୁଲିସ, ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ…
ଆଇନ୍ରେ ପରିଣତ ହେଲା ଅନ୍ଲାଇନ୍ ଗେମିଂ ବିଲ୍- ୨୦୨୫, ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରି…
ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ, ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସେପ୍ଟେମ୍ବର ୬ ତାରିଖରୁ ଇଣ୍ଟରଭ୍ୟୁ…



