ରାତି ୧୨ ଟା ମୁଖ୍ୟ ଖବର
ମିଳିଲା ନିଖୋଜ ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ..
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଖାଇ ଭେଟି : ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା, ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ..
ରାଜ୍ୟରେ ଡିସେମ୍ବର ୩୧ ସୁଦ୍ଧା ହେବ ସୀମା ନିର୍ଦ୍ଧାରଣ : ବଦଳିବ ଜିଲ୍ଲା, ସବଡିଭିଜନ୍, ତହସିଲ ଓ ରାଜସ୍ଵ କାମର ସୀମା, ରାଜସ୍ଵ ବିଭାଗର ବିଜ୍ଞପ୍ତି..
ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ : ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କଲେ ଟ୍ରମ୍ପ ପ୍ରଶାସନ, ଦେଶର ରପ୍ତାନୀ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା.
ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି
ଗତକାଲି ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିଲା
ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି..
ଆଇପିଏଲ୍ରୁ କ୍ରିକେଟର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅବସର ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି କ୍ରିକେଟର…
ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍ରେ ପୁଣି ଉଡ଼ିଲା ଡ୍ରୋନ୍ । ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଡ଼ିଲା ଡ୍ରୋନ୍ । ମାର୍କେଟ୍ ଛକରୁ ଡ୍ରୋନ୍ଟି ଅପରେଟ୍ କରାଯାଇଥିବା ଅନୁମାନ ।
ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ….
ଚାଷୀ ପଞ୍ଜିକରଣ ଅବଧି ବଢିବ କହିଲେ ମୁଖ୍ୟମନ୍ତ୍ରୀ ……
ନୂଆଁଖାଇ ପୂର୍ବରୁ ଚଢ଼ାଉ । ପ୍ରଶାସନ ,ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ।, ଗଣପର୍ବ ନୂଆଁଖାଇ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ାଉ……



