ପୁରୀ : ପୁରୀ ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍ରେ ପୁଣି ଉଡ଼ିଲା ଡ୍ରୋନ୍ । ଏହି ଡ୍ରୋନ୍ ଟି ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଡିବା ନେଇ ସୂଚନା ମିଳିଛି । ମାର୍କେଟ୍ ଛକରୁ ଡ୍ରୋନ୍ଟି ଅପରେଟ୍ କରାଯାଇଥିବା ଅନୁମାନ । ଶ୍ରୀମନ୍ଦିର ନିକଟରୁ ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡ଼ିଛି ଡ୍ରୋନ୍ ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!