www.samajalive.in
Saturday, December 6, 2025
16.1 C
Bhubaneswar

ମର୍ସିଡେଜ୍‌ ବେଞ୍ଜ୍‌ର ନିର୍ଦେଶକ ଟ୍ରାଫିକ୍‌ ଜାମ୍‌ରେ ଫସିବା ପରେ କଲେ ଅଟୋରିକ୍ସାରେ ଯାତ୍ରା

ପୁନେ- ଭାରତରେ ଥିବା ବିଭିନ୍ନ ବଡ ସହରମାନଙ୍କରେ ବେଳେ ବେଳେ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଦେଖିବା ପାଇଁ ମିଳିଥାଏ । ଗାଡି ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସେହି ଅନୁପାତରେ ରାସ୍ତା ଏବଂ ଅନ୍ୟନ୍ୟ ଆନୁସାଙ୍ଗିକ ବ୍ୟବସ୍ଥାତ କରାଯାଇ ନାହିଁ । ପୁନେ ଦେଶେର ଅନ୍ୟତମ ବ୍ୟସ୍ତ ବହୁଳ ସହର । ଏଠାରେ ଅନେକ ସମୟରେ ଟ୍ରାଫିକ୍‌ ଜାମ ଦେଖିବା ପାଇଁ ମିଳିଥାଏ ।

 

View this post on Instagram

 

A post shared by Martin Schwenk (@martins_masala)

- Advertisement -

Mercedes-Benzର ଭାତରର ନିର୍ଦେଶକ ସେଓ୍ୱାଙ୍କ ନିଜ କାର୍‌ରେ ପୁନେରେ ଯାତ୍ରା କରୁଥିଲେ । ଏହି ସମୟରେ ସେ ଟ୍ରାଫିକ୍‌ ଜାମ୍‌ରେ ଫସିଥିଲେ । ଭାରତରେ ଏବେ ଧନୀ ଏବଂ ଯୁବ ଉଦ୍ୟୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ Mercedes-Benzର କାର୍‌ ବିକ୍ରି ବୃଦ୍ଧି ପାଇଛି । ସେ ପୁନେରେ ଯାତ୍ରା କରୁଥିବା ବେଳେ ଟ୍ରାଫିକ୍‌ ଜାମରେ ଫସିଥିଲେ । ଏପରେ ସେ ଅଟୋରେ ଯାତ୍ରା କରିଥିଲେ । ଟ୍ୱାଟରରେ ଏହାର ଫଟୋ ସେୟାର କରିବା ସହ ଅଟୋ ଯାତ୍ରାର ଅନୁଭବ ଆପଣଙ୍କୁ କେମିତି ଲାଗେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories