www.samajalive.in
Saturday, December 6, 2025
23.1 C
Bhubaneswar

ନୂଆ ରୂପରେ ଆସୁଛି ମାରୁତିର ଏହି ଶସ୍ତା କାର୍‍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ମାରୁତି ଆଣୁଛି ଖୁସି ଖବର । ଦେଶର ଅଗ୍ରଣୀ ଅଟୋମେକର୍ ମାରୁତି ସୁଜୁକି କମ୍ପାନୀ ଚଳିତ ବର୍ଷ ଗ୍ରାହକ ମାନଙ୍କ ପାଇଁ କିଛି ନୂତନ ମଡେଲ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପ୍ରସ୍ତୁତ କରାଯାଉଥିବା ନୂତନ ମଡେଲରେ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଏହି କାରରେ ୫ ବିଶେଷ ବ୍ୟବସ୍ଥା କରାଯାଇଛି । ଆସନ୍ତୁ ଜାଣିବା ଏହି ସମସ୍ତ ତଥ୍ୟ ବିଷୟରେ..

ଆସୁଥିବା ମାରୁତିର ଏହି ନୂତନ ମଡେଲରେ ବଡ଼ ଧରଣରର ପରିବର୍ତ୍ତନ କରିବ କମ୍ପାନୀ । କାରଟିକୁ ସମ୍ପର୍ଣ୍ଣ ଭାବେ ଆଡ଼ୁନୀକରଣ କରିବ କମ୍ପାନୀ । ନୂତନ ଡ୍ୟାସବୋର୍ଡ ଏବଂ ସେଣ୍ଟ୍ରାଲ୍ କନସୋଲ୍ ଡିଜାଇନ୍ ସହିତ ଆସିବ ବୋଲି କୁହାଯାଉଛି । ହ୍ୟାଚବ୍ୟାକ୍ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ଟଚ୍ ସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ୍ ମଧ୍ୟ ଏଥିରେ ରହିବ । ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍, କିଲେସ୍ ଏଣ୍ଟ୍ରି, ଇଞ୍ଜିନ୍ ଷ୍ଟାର୍ଟ / ଷ୍ଟପ୍ ବଟନ୍ ଭଳି ଆଧୁନିକୀକରଣ କରାଯିବ । ନୂତନ ଆଲ୍ଟୋର କ୍ୟାବିନ ଭିତରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯିବ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories