ବିବାହ ବେଦିରୁ ଉଦ୍ଧାର ହେଲା ନାବାଳିକ

0

ବ୍ରହ୍ମପୁର: ବାଲ୍ୟ ବିବାହ ହେଉଥିବା ଜଣେ ନାବାଳିକାଙ୍କୁ ହିଞ୍ଜିଳିକାଟୁ ଆଇଆଇସି ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଶ୍ୟାମଲାଇ ମନ୍ଦିରରେ ଏହି ବାଲ୍ୟ ବିବାହ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳିକାଟୁ ଆଇଆଇସି ପ୍ରାଶାନ୍ତ କୁମାର ସାହୁ ମନ୍ଦରରେ ପହଞ୍ଚି ବିବାହ ଅଟକାଇବା ସହ ଉଭୟ ପୁଅ ଓ ଝିଅର ପରିବାର ଲୋକଙ୍କୁ ବୁଝସୁଝା କରିଥିଲେ । ନାବାଳିକା ପରିବାରଲୋକ ଆଇନକୁ ସମ୍ମାନ ଦେଇ ଝିଅକୁ ୧୮ବର୍ଷ ହେବା ପରେ ବିବାହ କରିବେ ବୋଲି ଏକ ଲିଖିତ ପତ୍ର ଦେଇଥିଲେ ।

Leave A Reply