www.samajalive.in
Saturday, December 6, 2025
15.1 C
Bhubaneswar

ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ; ନୂଆ କିଛି କରିବାର ଦୃଢ ସଂକଳ୍ପ ନେବାକୁ ମୋଦୀଙ୍କ ଆହ୍ବନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ’ ୫୧ତମ ତଥା ଚଳିତ ବର୍ଷର ଶେଷ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ନୂତନ ବର୍ଷର ଶୁଭକାମନା ଜଣାଇଛନ୍ତି । ଶେଷ ଥର ପାଇଁ ମୋଦୀ ନଭେମ୍ବର ୨୫ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ  ‘ମନ କି ବାତ’ କାର୍ଯ୍ୟକ୍ରମ ଦେଶର ୧୩୦ କୋଟି ଭାରତୀୟଙ୍କ ମନର ସ୍ୱର ।

ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମରେ ନୂଆ ବର୍ଷ​‌ରେ ନୂଆ କିଛି କରିବାର ଦୃଢ ସଂକଳ୍ପ ନେବାକୁ ମୋଦୀ ଆହ୍ବନା ଦେଇଛନ୍ତି । ୨୦୧୮ରେ ବିଶ୍ବର ସବୁଠୁ ବଡ ଯୋଜନା ଆୟୂଷ୍ମାନ ଭାରତ ଆରମ୍ଭ ହୋଇଛି । କ୍ରୀଡା କ୍ଷେତ୍ରରେ ସଫଳ କ୍ରୀଡାବିତଙ୍କ ଉଦାହରଣ ମୋଦୀ ଦେଇଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ ଭାରତର ଅଭୂତପୂର୍ବ ସଫଳତା ହାସଲ କରିଛି ବୋଲି ମୋଦୀ କହିଛନ୍ତି । ସ୍ବଚ୍ଛତା କ୍ଷେତ୍ରରେ ଭାରତ ୯୦ ପ୍ରତିଶତ ସଫଳତାର ଅଭିମୁଖେ ରହିଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଭାରତ ପରମାଣୁ କ୍ଷମତା ସମ୍ପନ୍ନ ଦେଶ ଭାବେ ପରିଗଣିତ ହେଉଛି । ପ୍ରୟୋଗରାଜରେ କୁମ୍ଭମେଳା ପ୍ରସ୍ତୁତ ନେଇ ମୋଦୀ ବିସ୍ତୁତି ରଖିଛନ୍ତି । ଚଳିତ ବର୍ଷ ୧୫୦ ଦେଶରୁ ଅଧିକ ଲୋକ କୁମ୍ଭ ମେଳାରେ ସାମିଲ ହେବାର ସମ୍ଭାବାନା ରହିଛି । ଏଥର କୁମ୍ଭ ମେଳାରେ ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories