www.samajalive.in
Monday, December 8, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଘରୁ ଆସୁଥିଲା ଅଜବ ଶବ୍ଦ, ଗଦି ଉଠାଇବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ସାମ୍ନାକୁ ଆସିଥାଏ । କିଛି ଭିଡିଓ କୌତୁକିଆ ହେବା ସହ କିଛି ଭୟଭୀତ କରିଥାଏ । ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ ବ୍ୟକ୍ତି ଗଦି ତଳୁ ଆସୁଥିବା କିଛି ଅଜବ ଶବ୍ଦ ଶୁଣିଲେ । ଏହାପରେ ସେ ବନ୍ୟଜନ୍ତୁ ଉଦ୍ଧାରକାରୀଙ୍କୁ ଡାକିଥିଲେ । ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଆସି ଗଦିକୁ ଉଠାଇଥିଲେ । ମାତ୍ର ତା’ପରେ ଯାହା ଦେଖିଲେ ତାଙ୍କ ହୋସ୍‌ ଉଡିଗଲା ।

ଜାଣନ୍ତୁ ସେପ୍ଟେମ୍ବର ମାସର ସୌଭାଗ୍ୟଶାଳୀ ରାଶି, ଗ୍ରହଙ୍କ ଚଳନ ଚମକାଇବ ଭାଗ୍ୟ,ହଠାତ୍‌ ମିଳିବ ଧନ,ସୁଖମୟ ଜୀବନ..

- Advertisement -

ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେଉଛି । ଭିଡିଓରେ ଦେଖିପାରିବେ, ଏକ ସବୁଜ ରଙ୍ଗର ଗଦି ନଜର ଆସୁଛି । ଗଦି ଉଠାଇବା ମାତ୍ରେ ଏହା ତଳେ ଏକାଧିକ ସାପ ଘର କରି ରହିଥିବା ଦେଖାଯାଉଛନ୍ତି । ଗଦି ଉଠାଇବା ମାତ୍ରେ ସାପମାନେ ଏଣେତେଣେ ହେଉଥିବା ଦେଖିପାରିବେ।

ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..

ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..


ଭିଡିଓଟି ଖୁବ୍‌ ଭାଇରାଲ ହେବା ସହ ପ୍ରାୟ ୫ କୋଟିରୁ ଅଧିକ ଲୋକେ ଏହାକୁ ଦେଖି ସାରିଲେଣି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories