ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..

ନୂଆଦିଲ୍ଲୀ : ଆମ୍ବ ଜୁସ୍‌ ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି । ଖରାଦିନେ ଏହାର ଚାହିଦା ଅଧିକ ଥାଏ । ଘରେ ମଧ୍ୟ ଲୋକେ ଏହାର ଜୁସ୍‌ ପ୍ରସ୍ତୁତ କରି ସେବନ କରନ୍ତି । କେବଳ ଖରାଦିନେ ନୁହେଁ ବଜାରରେ ବିକ୍ରି ହେଉଥିବା ଜୁସକୁ ଲୋକେ ବର୍ଷ ସାରା ମଧ୍ୟ ପିଇ ଥାଆନ୍ତି । ମାତ୍ର ବଜାରରେ ବିକ୍ରି ହେଉଥିବା ଆମ୍ବର ଅନେକ ପ୍ରକାର ଜୁସ୍‌ ବୋତଲ ଓ ପ୍ୟାକେଟରେ ମିଳୁଛି । ଯାହାକୁ ଆମ୍ବ ରସ … Continue reading ଦେଖନ୍ତୁ ଭିଡିଓ; ଉଡିଯିବ ହୋସ୍‌, କେମିତି ତିଆରି ହୁଏ ଏହି ଆମ୍ବ ଜୁସ୍‌..