ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..

ବର୍ତ୍ତମାନ ସମୟରେ ଅଧିକାଂଶ ନିଜ ଦିନର ଆରମ୍ଭ ପାଣି ପିଇବାରୁ କରୁଛନ୍ତି । କିଛି ଲୋକେ ସକାଳୁ ଉଠିବା ପରେ ପାଣି ପିଇବାକୁ ପସନ୍ଦ କରନ୍ତି ତ କିଛି ଉଷୁମ ପାଣି ପିଅନ୍ତି । ତେବେ ଉଷୁମ ପାଣି ନା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କିଏ ଅଧିକ ଉପକାରୀ ଜାଣନ୍ତୁ.. ପାଣି ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିୟମିତ ୨ ରୁ ୩ ଲିଟର ପାଣି ପିଇବା … Continue reading ଜାଣନ୍ତୁ; ଉଷୁମ ପାଣି ନା ପାଣି? ଶରୀର ପାଇଁ କିଏ ଅଧିକ ଉପକାରୀ, ୫୬ ପ୍ରକାର ରୋଗ କରେ ଦୂର..