ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ଅନଲାଇନ ଲଟେରୀରେ ୩.୫୫ ଲକ୍ଷ ଟଙ୍କା ଜିତିବା ପରେ ୨୪ ବର୍ଷୀୟ ଚା’ ବିକ୍ରେତାଙ୍କ ଖୁସି ଶୀଘ୍ର ନିରାଶାରେ ବଦଳି ଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଅମେଠୀରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର କାରଣ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୩ ଜଣ ସ୍ଥାନୀୟ ଲୋକ ତାଙ୍କର ଜରୁରୀ କାଗଜପତ୍ର ଜବତ କରି ୧ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଠକେଇ ମାମଲାରେ ଫସାଇବେ ବୋଲି ଧମକ ଦେଇଥିଲେ। … Continue reading ଯୁବକଙ୍କର ଲାଗିଲା ୩.୫୫ ଲକ୍ଷ ଟଙ୍କା ଲଟେରୀ, କିନ୍ତୁ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ..