ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳର ଜୋନ-୧ ପ୍ରାର୍ଥୀନୀ ବିନନ୍ତି ଖିଲ ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଛନ୍ତି। ବିଜେଡି ଠାରୁ ୫୫୮ ଭୋଟ୍ ଅଧିକ ପାଇଁ ବିଜୟ ହୋଇଛନ୍ତି। ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ସେ ବିଜୟ ଲାଭ କରିଛନ୍ତି ବୋଲି କହିଛନ୍ତି।
Popular Categories



