www.samajalive.in
Saturday, December 6, 2025
16.1 C
Bhubaneswar

ଏମିତି ରୁଟି ପ୍ରସ୍ତୁତ କରୁଛନ୍ତି କି ? ଜାଣନ୍ତୁ ଭଲ ନା ଖରାପ..

ରୁଟି ଅନେକଙ୍କ ପ୍ରିୟ ଖାଦ୍ୟ। ରୁଟି ପ୍ରସ୍ତୁତ କରିବା କିମ୍ବା ଅଟା ଚକଟା ପ୍ରସ୍ତୁତ କରିବା ସମୟରେ କିଛି ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। କିଛି ଲୋକେ ରୁଟିକୁ ତାୱା ବଦଳରେ ସିଧାସଳଖ ନିଆଁରେ ସେକି ଥାଆନ୍ତି। ମାତ୍ର ଏପରି ଭାବେ ସେକା ହୋଇଥିବା ରୁଟି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ..

ଏକ ରିପୋର୍ଟ ଅନୁଯାୟୀ,ସିଧାସଳଖ ନିଆଁରେ ରୁଟି ସେକିବା ଦ୍ୱାରା ଏକ ପ୍ରକାର ପଦାର୍ଥ ନିର୍ଗତ ହୋଇଥାଏ। ଯାହାକୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସୂଚନା ଦେଇଛି।

- Advertisement -

ରୁଟିକୁ ସିଧାସଳଖ ନିଆଁରେ ସେକିବା ଦ୍ୱାରା ଏକ ପ୍ରକାର ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ଓ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ।

ତାୱାରେ ରୁଟି ସେକି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ନଚେତ୍‌‌ ରୁଟି ସେକାରେ ସେକି କରି ରୁଟି ପ୍ରସ୍ତୁତ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories