www.samajalive.in
Sunday, December 7, 2025
18.1 C
Bhubaneswar

ସମୁଦ୍ରକୂଳରେ ଷ୍ଟଣ୍ଟ କରୁଥିଲା ମହିନ୍ଦ୍ରା ଥାର୍: ଓଲଟି ପଡିବା ପରେ..

ନୂଆଦିଲ୍ଲୀ : ମହିନ୍ଦ୍ରା ଥାର୍ ନିଜ ଅଫ୍-ରୋଡିଂ କ୍ଷମତା ପାଇଁ ଜଣାଯାଏ । ଅନେକ ଥର ଥାର୍ ଚାଳକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା କ୍ୟାମେରାରେ କଏଦ ହୁଏ । ଷ୍ଟଣ୍ଟ ସମୟରେ ଅଘଟଣ ମଧ୍ୟ ଘଟିଥାଏ । ଏମିତି ଏକ ଘଟଣା ନିକଟରେ କେରଳର ମୁଝାପିଲ୍ଲଗଡ ଡ୍ରାଇଭ୍-ଇନ୍ ସମୁଦ୍ରକୂଳରେ ଘଟିଛି । ତୀବ୍ର ଗତିରେ ଚାଲୁଥିବା ଏକ ଥାର୍ ଭାରସାମ୍ୟ ହରାଇ ଓଲଟି ପଡିଛି । ତେବେ ଏଥିରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି ।

ମୁଝାପିଲ୍ଲଗଡ ଏସିଆର ସବୁଠାରୁ ଲମ୍ବା ଡ୍ରାଇଭ୍-ଇନ୍ ସମୁଦ୍ରକୂଳ । ଭିଡିଓରେ ଏକ କଳା ମହିନ୍ଦ୍ରା ଥାର୍ ସ୍ପିଡରେ ଆସି ଓଲଟି ପଡିଛି । ପୂର୍ବରୁ ଅନେକ ସ୍ପିଡରେ ଏହା ଚାଲୁଥିଲା ବୋଲି ଦେଖଣାହାରୀ କହିଛନ୍ତି । ଗାଡିର ଇଞ୍ଜିନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ ଥିବା ସମସ୍ତ ଲୋକେ ସୁରକ୍ଷିତ ଅଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories