କଟକ: ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼ ଓ ସାନ କାଳୀ ସୋମବାର ମେଲାଣି ନେଇଛନ୍ତି। ପରମ୍ପରା ଅନୁଯାୟୀ ମା’ଙ୍କୁ ଭକ୍ତ କାନ୍ଧରେ ନେଇ ପାଣିରେ ବିସର୍ଜନ କରିଛନ୍ତି। ମେଲାଣି ସମୟରେ ହଜାର ହାଜର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ଭାବାବେଗ ପରିବେଶ ମଧ୍ୟରେ ମା’ଙ୍କୁ ମେଲାଣି ଦେଇଛନ୍ତି ବିଦ୍ୟାଧରପୁରବାସୀ।
Popular Categories



