www.samajalive.in
Wednesday, December 10, 2025
14.1 C
Bhubaneswar

ରାଶି ଅନୁଯାୟୀ ଜାଣନ୍ତୁ ଆପଣଙ୍କ ଶୁଭ ଅଙ୍କ କେତେ ?

ନବବର୍ଷ ୨୦୧୯ ଆରମ୍ଭ ହୋଇ ସାରିଛି। ନବବର୍ଷରେ ବ୍ୟକ୍ତିମାନଙ୍କ ମଧ୍ୟରେ ଅନେକ ଆଶା ଓ ଆକାଂକ୍ଷା ରହିଛି। ୨୦୧୯ର ମୂଲ୍ୟାଙ୍କ ୩ ଅଟେ। ୩ ମୂଲ୍ୟାଙ୍କ ବୃହସ୍ପତିଙ୍କ ସହ ସମ୍ବନ୍ଧ ରହିଛି। ତେଣୁ ୨୦୧୯ବର୍ଷଟି ବୃହସ୍ପତିଙ୍କୁ ସମର୍ପିତ ଅଟେ। ଅନେକ ବ୍ୟକ୍ତି ନିଜର ଶୁଭ ଅଙ୍କ ଅନୁଯାୟୀ କାର୍ଯ୍ୟ କରିବାକୁ ପସନ୍ଦ କରି ଥାଆନ୍ତି। ଶୁଭ ଅଙ୍କର ବ୍ୟବହାର ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ବୋଲି ବିଶ୍ବାସ ରହିଛି। ରାଶି ଅନୁସାରେ ସମସ୍ତଙ୍କର ଶୁଭ ଅଙ୍କ ଭିନ୍ନ ଭିନ୍ନ ରହିଥାଏ।

ଆସନ୍ତୁ ଜାଣିବା ରାଶି ଅନୁସାରେ ଶୁଭ ଅଙ୍କ ବିଷୟରେ ..

- Advertisement -

ମେଷ : ଏହି ରାଶିର ବ୍ୟକ୍ତିମାନଙ୍କର ଶୁଭ ଅଙ୍କ ୬, ୧୮, ୪୧, ୭୭ ଓ ୮୩ ଅଟେ।

ବୃଷ : ବୃଷ ରାଶି ବ୍ୟକ୍ତିଙ୍କର ଶୁଭ ଅଙ୍କ ୫, ୩୫, ୫୦, ୫୭ ଓ ୮୨ ଅଟେ।

ମିଥୁନ : ଆପଣଙ୍କ ରାଶି ମିଥୁନ ହୋଇଥିଲେ ଶୁଭ ଅଙ୍କ ୧, ୧୦, ୧୮. ୩୫ ଓ ୮୬ ହେବ।

କର୍କଟ : ଏହି ରାଶିର ବ୍ୟକ୍ତିଙ୍କର ଶୁଭ ଅଙ୍କ ୧, ୨୧, ୨୪ ଓ ୬୬ ଅଟେ।

ସିଂହ : ସିଂହ ରାଶିର ବ୍ୟକ୍ତିଙ୍କର ଶୁଭ ଅଙ୍କ ୬, ୨୪, ୩୯, ୫୯ ଓ ୮୩ ଅଟେ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୧୬, ୨୯, ୭୯, ୮୦ ଓ ୯୦ ଅଟେ।

ତୁଳା : ଏହି ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୭, ୨୦, ୫୫, ୭୭ ଓ ୮୬ ଅଟେ।

ବିଛା : ବିଛା ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୨୭, ୨୯, ୪୫, ୫୩ ଓ ୮୯ ଅଟେ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୬, ୧୬, ୨୩, ୬୦ ଓ ୮୧ ଅଟେ।

ମକର : ଏହି ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୩, ୨୧, ୬୬, ୮୩ ଓ ୮୪ ଅଟେ।

କୁମ୍ଭ : ଏହି ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୧୭, ୪୦, ୪୬, ୬୧ ଓ ୭୬ ଅଟେ।

ମୀନ : ମୀନ ରାଶିର ବ୍ୟକ୍ତିଙ୍କ ଶୁଭ ଅଙ୍କ ୮, ୧୦. ୨୭, ୫୬ ଓ ୬୯ ଅଟେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories