www.samajalive.in
Saturday, December 6, 2025
26.1 C
Bhubaneswar

ଏବର୍ଷ ପଡ଼ିବନି ନାଗାର୍ଜୁନ ବେଶ

ଭୁବନେଶ୍ବର: ଏ ବର୍ଷ ପଡୁନି ନାଗାର୍ଜୁନ ବେଶ। ଚଳିତ ବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପଡ଼ିବ ନାହିଁ। ପଞ୍ଚୁକ ଛଅ ଦିନ ପଡୁଥିଲେ ମଧ୍ୟ ମଳତିଥି ଥିବାରୁ ଚଳିତ ବର୍ଷ ନାଗାର୍ଜୁନ ବେଶ ହେବ ନାହିଁ। ଆଜି ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ସ୍ପଷ୍ଟ କରିଛନ୍ତି। ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ବର୍ଷକ ପାଇଁ ନୀତି ନିର୍ଘଣ୍ଟ ବୈଠକ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପାଞ୍ଜିକାରଙ୍କ ବୈଠକ ପରେ ସେ ସୂଚନା ଦେଇଛନ୍ତି।

- Advertisement -

ଅପରପକ୍ଷରେ ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ ହେବ। ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ। ଯାହାକି ରବିବାର ଦିନ ଅବକାଶ ନୀତି ପର୍ଯ୍ୟନ୍ତ ରହିବ। ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories