ନବରଙ୍ଗପୁର : ରୋଗୀ ପରିଚୟ ଦେଇ ଡ଼ାକ୍ତରଙ୍କ ଘରୁ ଲୁଟ ଅଭିଯୋଗ ହୋଇଛି। ୪ ଜଣ ଡ଼କାୟତ ଏହି ଲୁଟ କରିଥିବା ଜଣାପଡ଼ିଛି। ଏକ ସରକାରୀ ମେଡ଼ିକାଲର ଡ଼ାକ୍ତରଙ୍କ ଘରୁ ଏହି ଡ଼କାୟତି ହୋଇଛି। ସୂଚନା ଅନୁଯାୟୀ, ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ୪୦ ହଜାର ଟଙ୍କା, ୫ଭରି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।
Popular Categories



