www.samajalive.in
Friday, December 5, 2025
20.1 C
Bhubaneswar

୬୪ ଲିଟର ଦେଶୀ ମଦ ଜବତ, ୫ ଜଣ ଗିରଫ

ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି ଭୋର ସମୟରେ ବେଗୁନିଆ, ବାଘମାରୀ ଏବଂ ଖୋର୍ଦ୍ଧା ଥାନା ଅଂଚଳରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬୪ଲିଟର ଦେଶୀ ମଦ ଜବତ କରିବା ସହିତ ପୃଥକ ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ ବେଗୁନିଆ ,ବାଘମାରୀର ପୋଡାଡିହ ଏବଂ ଖୋର୍ଦ୍ଧାର ବରସାହି ଏବଂ ଚାନ୍ଦପୁର ଗ୍ରାମରେ ଚଢ଼ଉ କରିଥିଲେ । ବିଭିନ୍ନ ସ୍ଥାନରୁ ପୃଥକ ଭାବେ ୬୪ ଲିଟର ଦେଶୀ ମଦ ଜବତ କରିବା ସହିତ ବେଗୁନିଆର ସୌଭାଗ୍ୟ ରଞ୍ଜନ ନାୟକ, ନୃସିଂହ ଚରଣ ସାହୁ ବାଘମାରଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନରସିଂହ ମଲ୍ଲିକ ଏବଂ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସତ୍ୟନାରାୟଣ ମହାପାତ୍ର ଓ ବରସାହିର ବିଜୟ ବେହେରାଙ୍କୁ ଗିରଫ କରି ୫ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories