www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ସିଢିରେ ଯାଉଥିଲେ ଯୁବକ, ହଠାତ୍‌ ସାମ୍ନାକୁ ଆସିଲା ସିଂହୀ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଛାତିଥରା ଓ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଜଣେ ଯୁବକ ଘରର ସିଢିରେ ଯାଉଥିବା ସମୟରେ ହଠାତ୍‌ ତାଙ୍କ ସାମ୍ନାକୁ ଏକ ସିଂହୀ ଆସି ଯାଉଛି । ଯୁବକ ଜଣକ ସିଢିରେ ଆଗକୁ ଆଗକୁ ଯାଉଥିବା ସମୟରେ ସିଂହୀଟି ସେହି ସିଢିରେ ଠିଆ ହୋଇ ରହିଛି । ଯୁବକ ଜଣକ ଏଭଳି ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇଛନ୍ତି । ଭିଡିଓଟିକୁ ଦେଖି ସଭିଏଁ ଭୟଭୀତ ହୋଇଛନ୍ତି । ସିଂହୀଟିକୁ ଘର ଭିତରେ ସିଢିରେ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।


ଭିଡିଓରେ ଦେଖିପାରିବେ, ଯୁବକ ଜଣକ ସାମ୍ନାରେ ସିଂହୀକୁ ଦେଖିବା ପରେ ଭୟଭୀତ ହୋଇଯାଇଛନ୍ତି । ନିଜ ଜୀବନ ରକ୍ଷା ପାଇଁ ସେଠାରୁ ପଳାଉଛନ୍ତି । ଭିଡିଓଟି ଜଙ୍ଗଲ ନିକଟ ଏକ ଘରର ବୋଲି ଅନୁମାନ କରାଯାଉଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

- Advertisement -

ପୁଣି ମହଙ୍ଗା ମାଡ; ବଢିଲା ଏଲପିିଜି ଗ୍ୟାସ ସିଲିଣ୍ଡର ଦାମ୍‌..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories