www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ଵର: ଦ୍ଵେତନଗରୀ କଟକ ଏବଂ ଭୁବନେଶ୍ଵରରେ ବର୍ଷା, ଶୁକ୍ରବାର ସକାଳୁ କୋହଲା ପାଗ ସାଙ୍ଗକୁ ଉଭୟ ସହରର କିଛି ସ୍ଥାନରେ ଲାଗି ରହିଛି ବର୍ଷା..

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ମାଛ ଧରିବା ଉପରେ ଲାଗିଲା କଟକଣା, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମୁହାଣରେ ମାଛ ଧରିବା ମନା, ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା..

- Advertisement -

କନ୍ଧମାଳ: ଆମ୍ବ ଟାକୁଆ ଖାଇ ୨ ମୃତ, ଦାରିଙ୍ଗବାଡ଼ ବ୍ଲକ ଗଦାପୁର ପଞ୍ଚାୟତରେ ଆମ୍ବ ଟାକୁଆ ଖାଇ ଜଣେ ମହିଳା ଓ ଜଣେ ଯୁବତୀଙ୍କ ମୃତ୍ୟୁ ସୂଚନା..

ନଭେମ୍ବର ମାସରେ ରାଜଯୋଗ; ଶୁକ୍ର-ଶନି ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଚମକିବ ଭାଗ୍ୟ, ମିଳିବ ହଠାତ୍‌ ଧନ..

ଗଞ୍ଜାମ: ଦିଗପହଣ୍ଡିର କେନାଲ ସାହିରେ ବୋମାମାଡ଼, ଗୁରୁବାର ବିଳମ୍ବିତ ରାତିରେ ରୋଜେନ୍ଦ୍ର ସେଠୀଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ସୂଚନା, କାରଣ ଅସ୍ପଷ୍ଟ, ତଦନ୍ତ କରୁଛି ପୁଲିସ..

ଭୁବନେଶ୍ଵର: ୧ ନଂ. ହାଟର ଭୂତଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୨ଟି ଶାଢ଼ି ଦୋକାନ, ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ..

ପୁଣି ମହଙ୍ଗା ମାଡ; ବଢିଲା ଏଲପିିଜି ଗ୍ୟାସ ସିଲିଣ୍ଡର ଦାମ୍‌..

ପୁରୀ: ବାଟଗାଁରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବଢ଼ିଲା, ଭୁବନେଶ୍ଵରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଜଣେ ଯୁବକ, ପୂର୍ବରୁ ଏସସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା

ପୁଣି ମହଙ୍ଗା ମାଡ, ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି..

ଯାଜପୁର : ମାଟି ଅତଡା ଧସି ଝିଅର ମୃତ୍ୟୁ , ବାପା ଗୁରୁତର..

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories