www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ; ୨୪ ଘଣ୍ଟାରେ ଆଉ ୬୦ ହଜାର ୪୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୫,୭୦,୮୮୧କୁ ବୃଦ୍ଧି

- Advertisement -

ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୦୩୧

ଦିନକରେ ଆଉ ୧ ଲକ୍ଷ ୧୭ ହଜାର ୫୨୫ ସୁସ୍ଥ ହୋଇଥିବା ବେଳେ ମୋଟ ୨,୮୨,୮୦,୪୭୨ ସୁସ୍ଥ

ରଜ ଦୋଳି କଟକଟ : ଆଜି ପବିତ୍ର ରଜ ସଂକ୍ରାନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୪୨ ଆକ୍ରାନ୍ତ ମୃତ

ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୬୩ ଜଣ

ପ୍ରାକ୍ତନ ଜିଲାପାଳଙ୍କ ଘରେ ବ୍ରହ୍ମପୁର ନାବାଳିକା

୧୬ରେ ଆଇଏନଆଇ-ସିଇଟି ଓ ୨୭ରେ ଏମ୍ସ ପ୍ରବେଶିକା ପରୀକ୍ଷା

କେନ୍ଦ୍ରଙ୍କୁ ଅନୁରୋଧ, ରାଜ୍ୟକୁ ମିଳୁ ଘରୋଇ ଡାକ୍ତରଖାନାର ୨୦ ଭାଗ ଟିକା

ରାଜ୍ୟରେ ସ୍ୱାଭାବିକରୁ ୩୪% ଅଧିକ ବର୍ଷା

ସଂକ୍ରାନ୍ତି ପୁରୁଷ କଥା ସମ୍ରାଟ ଫକିର ମୋହନଙ୍କ ୧୦୩ତମ ଶ୍ରାଦ୍ଧ ଦିବସ

ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ ; ହରିଦ୍ୱାର କୁମ୍ଭକୁ ନେଇ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର ; ଫିଲିପାଇନ୍ସ କର୍ମଚାରୀଙ୍କ ଅଭିଯୋଗ

୧୨ ଟଙ୍କାରେ କିଣିବାକୁ ମିଳୁଛି ଘର

ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ ; ପୂର୍ବ ଲଦାଖ ଆରପଟେ ଚୀନ ସୀମାନ୍ତରେ ହେଉଛି ସମରାଭ୍ୟାସ

ଟିକା ନେଇ ୪୮୮ ଜଣଙ୍କ ମୃତ୍ୟୁ

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ, ବିଜେତାଙ୍କୁ ୧୧.୭ କୋଟି ଟଙ୍କା

ୟୁରୋ କପ୍: ନେଦରଲାଣ୍ଡ୍‌ସ, ଚେକ୍ ଗଣତନ୍ତ୍ର ଓ ସ୍ଲୋଭାକିଆ ବିଜୟୀ

କୋପା ଅମେରିକା ଫୁଟ୍‌ବଲ ଆରମ୍ଭ, ବ୍ରାଜିଲ ଓ କଲମ୍ବିଆର ବିଜୟ

ଭବିଷ୍ୟତ ପିଢ଼ୀ ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ ; ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଭାଷଣ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories