www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ପ୍ରସିଦ୍ଧ  ଶୈବପୀଠ କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଉନ୍ନୋଚନ ସହିତ ଏକାଧିକ ପ୍ରକଳ୍ପ ଲୋକାର୍ପିତ

ଭାରତ-ପାକ ସୀମାନ୍ତ ନିକଟରେ ଆତଙ୍କି ଆକ୍ରମଣ ପଣ୍ଡ; ୩ ଗିରଫ, ଟିଫିନ ବୋମା ଜବତ

- Advertisement -

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୦୦ ତଳକୁ ଖସିଲା; ଦିନକରେ ୧୭୦ ଚିହ୍ନଟ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୯୮ ଓ ସ୍ଥାନୀୟ ସଂକ୍ରମିତ ୭୨ ଜଣ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୪ ଜଣ ରହିଥିବା ଜଣାଯାଇଛି

ବାଲେଶ୍ୱରରୁ ୧୧, ବରଗଡ ୨, ଭଦ୍ରକ ୪, ବଲାଙ୍ଗିର ୩, କଟକ ୧୯ ଏବଂ ଦେବଗଡରୁ ଜଣେ ଚିହ୍ନଟ

ଢେଙ୍କାନାଳରେ ୧, ଗଜପତି ୧, ଗଞ୍ଜାମ ୩, ଜଗତସିଂହପୁର ୭, ଯାଜପୁର ୮, ଝାରସୁଗୁଡା ୧, କେନ୍ଦ୍ରାପଡା ୧୧ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଖୋର୍ଦ୍ଧାରେ ୬୧, ମୟୁରଭଞ୍ଜ ୩, ପୁରୀ ୧, ସମ୍ବଲପୁର ୯, ସୋନପୁର ୩, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୧୪ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୪୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୩୬୫୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ ଚିହ୍ନଟ ହେଲେ ୧୨,୭୨୯ ନୂଆ କରୋନା ରୋଗୀ, ୨୨୧ ମୃତ

୨୪ ଘଣ୍ଟାରେ ୧୨,୧୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଏହାକୁ ମିଶାଇ ମୋଟ ୩,୩୭,୨୪,୯୫୯ ଜଣ ସୁସ୍ଥ ହୋଇସାରିଲେଣି

ସଂପ୍ରତି ଦେଶରେ ୧,୪୮,୯୨୨ ଜଣ କରୋନା ସଂକ୍ରମିତ ରହିଛନ୍ତି

ସେହିଭଳି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୯,୮୭୩କୁ ବୃଦ୍ଧିପାଇଛି

ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୧,୦୭,୭୦,୪୬,୧୧୬ ପାନ କୋଭିଡ ଟିକା ଦିଆଯାଇସାରିଛି

ପୁଣି କୋଭିଡ ଲହର ଆସିବା ନେଇ ‘ହୁ’ର ଚେତାବନୀ; ଫେବ୍ରୁଆରୀ ସୁଦ୍ଧା ୟୁରୋପ ଓ କେନ୍ଦ୍ରଏସିଆରେ ୫ ଲକ୍ଷ ଲୋକଙ୍କର ଜୀବନ ଯିବ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories