www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଜମ୍ମୁ କାଶ୍ମୀରରେ ଅଣ କାଶ୍ମୀରୀଙ୍କ ଉପରେ ଆକ୍ରମଣ ଜାରି; ଆଉ ୨ ବିହାରୀ ଶ୍ରମିକ ନିହତ

ଦିନକରେ ରାଜ୍ୟରେ ଚିହ୍ନଟ ହେଲେ ୩୪୦ ନୂଆ କରୋନା ସଂକ୍ରମିତ

- Advertisement -

ସଂଗରୋଧରୁ ୧୯୯ ଓ ସ୍ଥାନୀୟ ସଂକ୍ରମିତ ୧୪୧ ଜଣ

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୦ ଜଣ ଥିବା ଜଣାଯାଇଛି

ଅନୁଗୁଳ ଜିଲାରୁ ୩, ବାଲେଶ୍ୱର ୧୩, ବରଗଡ ୬, ବଲାଙ୍ଗିର ୧, କଟକ ୪୩, ଦେବଗଡରୁ ଜଣେ ଚିହ୍ନଟ

ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୯, କେନ୍ଦ୍ରାପଡା ୧୫, ଖୋର୍ଦ୍ଧାରୁ ୧୪୯ ଜଣ ଚିହ୍ନଟ ହୋଇଛନ୍ତି

କୋରାପୁଟରୁ ୩, ମୟୁରଭଞ୍ଜ ୧୪, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୭, ରାୟଗଡାରୁ ୪ ଜଣ ଚିହ୍ନଟ

ସମ୍ବଲପୁରରୁ ୧୨, ସୁନ୍ଦରଗଡ ୨, ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକରେ ୫୦୮ ଜଣ ସୁସ୍ଥ ହୋଇଛନ୍ତି

ରାଜ୍ୟରେ ସଂପ୍ରତି ୪୮୨୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି

ଦିନକରେ ରାଜ୍ୟରେ ୫ ଜଣଙ୍କର ଜୀବନ ନେଲା କରୋନା

ସୁନ୍ଦରଗଡ ଜିଲାରେ ୨ ଜଣ ପ୍ରାଣ ହରାଇଥିବାବେଳେ ବରଗଡ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧି

ଦେଶରେ ୧୩,୫୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୬ ମୃତ

୨୪ ଘଣ୍ଟାରେ ୧୯,୫୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ଦେଶରେ ୧,୮୯,୬୯୪ ଜଣ କରୋନା ଆକ୍ରାନ୍ତ ରହିଛନ୍ତି, ଯାହା ପ୍ରାୟ ସାତମାସରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସଂଖ୍ୟା

ଦୈନିକ ସଂକ୍ରମଣ ହାର ୧.୩୭% ଓ ସାପ୍ତାହିକ ସଂକ୍ରମଣ ହାର ୧.୩୭%

ଆରୋଗ୍ୟ ହାର ୯୮.୧୨%

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୨,୨୯୦କୁ ବୃଦ୍ଧି

ରବିବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୯୭.୭୯ କୋଟି ପାନ ଟିକା ଦିଆଯାଇଛି

ସୁରଟ ପ୍ୟାକେଜିଂ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୨ ମୃତ, ୧୨୫ ଉଦ୍ଧାର; ପ୍ରାଣ ବିକଳରେ ୫ ମହଲା କୋଠାରୁ ଡେଇଁଲେ କର୍ମଚାରୀ

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories