www.samajalive.in
Saturday, December 6, 2025
19.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ବେଙ୍ଗାଲୁରୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଚାଲିଗଲା ୭ ଜଣଙ୍କ ଜୀବନ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୮ କରୋନା ସଂକ୍ରମିତ

- Advertisement -

ସଂଗରୋଧରୁ ୩୬୭ ଏବଂ ସ୍ଥାନୀୟ ସଂକ୍ରମିତ ୨୭୧

ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୧୦ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରେ ୧୬, ବାଲେଶ୍ୱର ୨୩, ବରଗଡ ୬, ଭଦ୍ରକ ୧୨, ବଉଦ ୧୨ ଓ କଟକ ଜିଲାରେ ୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେବଗଡରେ ୧୧, ଢେଙ୍କାନାଳରେ ୧୦, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୧୯, ଯାଜପୁରରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି

ଝାରସୁଗୁଡାରେ ୪, କଳାହାଣ୍ଡି ୧, କନ୍ଧମାଳ ୨, କେନ୍ଦ୍ରାପଡା ୨୧, କେନ୍ଦୁଝର ୨, ଖୋର୍ଦ୍ଧା ୨୬୦, ମାଲକାନଗିରି ୩, ମୟୁରଭଞ୍ଜ ୨୦, ନୟାଗଡ ୭

ନୂଆପଡା ୨, ପୁରୀ ୨୧, ରାୟଗଡା ୭, ସମ୍ବଲପୁର ୭, ସୁନ୍ଦରଗଡ ୧୯ ଓ ଷ୍ଟେଟପୁଲରୁ ୫୭ ଚିହ୍ନଟ
ରାଜ୍ୟରେ ସଂପ୍ରତି ୭୨୫୫ ସକ୍ରିୟ କରୋନା ରୋଗୀ ରହିଛନ୍ତି

ବୁଧବାର ଠାରୁ ଆରମ୍ଭ ମୌସୁମୀ ଅଧିବେଶନ

ଆଜିଠାରୁ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନି ଶାସନ; ରାତି ଅଧରେ ଛାଡି ପଳାଇଲା ଆମେରିକା

ରାଜସ୍ଥାନ : ନାଗଉରରେ ସଡକ ଦୁର୍ଘଟଣା ; କ୍ରୁଜର-ଟ୍ରକ ଧକ୍କା , ୧୧ ମୃତ , ୭ ଗୁରୁତର

ନୂଆଦିଲ୍ଲୀ : ଦେଶରେ ଚିହ୍ନଟ ହେଲେ ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ; ୩୫୦ ମୃତ

ପଞ୍ଜଶିରରେ ତାଲିବାନ ସହିତ ଚାଲିଛି ମାସୁଦ ଓ ସାଲେହ ଗୋଷ୍ଠୀଙ୍କର ଘମାଘୋଟ ଲଢେଇ

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories