www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର (୧୬ ମେ ୨୦୨୧)

ଦେଶ ବିଦେଶ ଖବର

ନୂଆଦିଲ୍ଲୀ: ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ
ଗୁଆହାଟି: ବେଆଇନ ଘୋଷିତ ଆସାମର ବିଦ୍ରୋହୀ ୟୁନାଇଟେଡ ଲିବିରେସନ ଫ୍ରଣ୍ଟ ଅଫ ଆସାମ (ଇଣ୍ଡିପେଣ୍ଡେଣ୍ଟ) ବା ଉଲଫା (ଆଇ) ପକ୍ଷରୁ ତିନିମାସ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି
ୱାଶିଂଟନ: ଭାରତର କୋଭିଡ ସ୍ଥିତି ବିଶ୍ୱର ଅନ୍ୟ ସବୁରାଷ୍ଟ୍ର ଠାରୁ ଭଲ ରହିଛି: ଜନ୍‍ ହପକିନ୍ସ ବିଶ୍ୱବିଦ୍ୟାଳୟ
କୋଲକାତା: ଆଜି ରବିବାର ଠାରୁ ସମଗ୍ର ପଶ୍ଚିମବଙ୍ଗରେ ଲାଗୁ ହୋଇଛି ତାଲାବନ୍ଦ କଟକଣା। ଏହା ମଇ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ନୂଆଦିଲ୍ଲୀ:  କୃଷକ ଆନ୍ଦୋଳନକୁ ଛ’ମାସ, ୨୬ରେ କଳା ଦିବସ
ମସ୍କୋ:  ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ଅଭାବ ସମସ୍ୟାର ସବୁଦିନିଆ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିନବ ଯୋଜନା କରିଛନ୍ତି। ତାଙ୍କ ସରକାର ଅମ୍ଳଜାନ ବ୍ୟାଙ୍କ (ଓସିବି) ପ୍ରତିଷ୍ଠା କରିଛନ୍ତି
ରାଜ୍ୟ ଖବର
ରାଜ୍ୟରେ ଦିନକରେ ୧୧୭୩୨ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦

- Advertisement -

ଭୁବନେଶ୍ୱର: ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ – ରାଜ୍ୟ ଗଣଶିକ୍ଷା ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ବର: ତାଲାବନ୍ଦ ବେଳେ କଟକ ଏବଂ ଭୁବନେଶ୍ୱରରେ ସୂଚନା ପ୍ରଯୁକ୍ତି କମ୍ପାନୀ ଓ ଘରୋଇ ଅନୁଷ୍ଠାନ ପାଇଁ କମିସନରେଟ ପୁଲିସ ଇ ଅନୁମତି ବ୍ୟବସ୍ଥା ଆରମ୍ଭ କରିଛି

ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ଗଠନ ହେଲା ବିଶେଷଜ୍ଞ କମିଟି
ବୌଦ୍ଧ:  ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories