www.samajalive.in
Sunday, December 14, 2025
23.1 C
Bhubaneswar

ମହୁମାଛି ଆକ୍ରମଣ : ୩୦ରୁ ଊର୍ଦ୍ଧ୍ବ ଗୁରୁତର, ମେଡିକାଲରେ ଭର୍ତ୍ତି

ଲାଞ୍ଜିଗଡ଼଼/ବିଶ୍ୱନାଥପୁର: ଲାଞ୍ଜିଗଡ଼଼ ବ୍ଲକ ଲାଞ୍ଜିଗାଁ ଆମ୍ବ ତୋଟାରେ ମହୁମାଛି ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି। ଆମ୍ବ ତୋଟାରେ ଏକ କମ୍ପାନୀ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେଉଥିଲା। ସଭାରେ ଲାଞ୍ଜି ପଞ୍ଚାୟତର ମଠାଗୁଡ଼ା, ମୂଷାନାଳ, ବାବୁରଗୁଡ଼ା, ସିନ୍ଧପଦର, କଣ୍ଡାମା, ଦଣ୍ଡିଗୁଡ଼ା ଓ ବିଭିନ୍ନ ଗାଁରୁ ଆସିଥିବା ବହୁ ଚାଷୀ ପ୍ରଶିକ୍ଷଣ ନେଉଥିବା ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ୩୦ରୁ ଊର୍ଦ୍ଧ୍ବ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସେଥି ମଧ୍ୟରୁ କେତେଜଣ ମହିଳାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories