www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ଲଜ୍ୟା: ବଳାତ୍କାର ପୀଡିତାଙ୍କ ଅତ୍ମହତ୍ୟା, ନାବାଳିକାକୁ ଶୌଚ ସମୟରେ ବଳାତ୍କାର ଅଭିଯୋଗ

ନୟାଗଡ: ଥମୁନି ବଳାତ୍କାର ମାମଲା ।  ନୟାଗଡରେ ଜଣେ ପୀଡିତା ଆତ୍ମହତ୍ୟା କରିବା ର କିଛି ସମୟ ନ ପୁରୁଣୁ ଅନ୍ୟ ଜଣେ ନାବାଳିକାରୁ ଶୌଚ ସମୟରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ନୟାଗଡ ଜିଲା ନୂଆଗାଁର ଜଣେ ବଳାତ୍କାର ପୀଡିତା ଲୋକ ଲଜ୍ୟା ଭୟରେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୬ ମାସ ତଳେ ସେ ଏହି ଘୁଣ୍ୟ କାର୍ଯ୍ୟର ଶିକାର ହୋଇଥିଲେ । ଏହାପରେ ଗର୍ଭବତୀ ହୋଇଥିବା ସୂଚନା ମିଳିଛି  । ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ମାତ୍ର ଲୋକ ଲଜ୍ୟା ଭୟରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରଛନ୍ତି । ତାଙ୍କ ମୃତ ଦେହ ନିକଟରୁ ଏକ ବିଷ ବୋତଲ ଉଦ୍ଧାର କରାଯାଇଛି ।

ସେହପରି ରାଜସୁନାଖଳା ଅଞ୍ଚଳରେ ଜଣେ ନାବାଳିକା ଶୌଚ ପାଇଁ ଯାଇଥିବା ସମୟରେ , ଜଣେ ଯୁବକ ନାବାଳିକାକୁ କାଜୁ ଜଙ୍ଗଲ ଭିତରକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ  ହୋଇଛି । ୧୬୪ ଧାରା ଅନୁସାରେ ପୀଡିତାଙ୍କ ବୟାନ ରେକର୍ଡ  କରାଯାଇଛି । ଏବେ ରଣପୁର ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories