www.samajalive.in
Saturday, December 13, 2025
23.1 C
Bhubaneswar

ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’; ପ୍ରଥମ ଦିନରେ ପୌରାଣିକ ଭିଡିଓ ଚିତ୍ର ଦେଖିଲେ ୩୨ ପର୍ଯ୍ୟଟକ

କୋଣାର୍କ : କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ରହିଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ କାର୍ଯ୍ୟକ୍ରମ ବୁଧବାର ଆରମ୍ଭ ହୋଇଛି। ପୌରାଣିକ କଥାବସ୍ତୁକୁ ନେଇ ତଥ୍ୟଭିତ୍ତିକ ଚଳଚ୍ଚିତ୍ରରେ ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ, ସୂର୍ଯ୍ୟମନ୍ଦିର ନିର୍ମାଣ, ମନ୍ଦିର ମୁଖଶାଳା, ଶାମ୍ବ ଉପଖ୍ୟାନ ସମେତ ବିଭିନ୍ନ ଐତିହ୍ୟକୁ ନେଇ ତଥ୍ୟଭିତ୍ତିକ ଚଳଚ୍ଚିତ୍ର ପର୍ଯ୍ୟଟକମାନେ ଉପଭୋଗ କରିଥିଲେ। ପ୍ରଥମ ଦିନରେ ଗୋଟିଏ ଶୋ’ କରାଯାଇଥିଲାବେଳେ ୩୨ଜଣ ପର୍ଯ୍ୟଟକ ଦେଖିଥିବା ଜଣାପଡ଼ିଛି। କରୋନା କଟକଣା ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ୩ ଫୁଟ ଦୂରତାରେ ଚେୟାର ପକାଯାଇଥିବାବେଳେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଥିବା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories