www.samajalive.in
Friday, December 5, 2025
26.1 C
Bhubaneswar

ଚିଟ୍‍ଫଣ୍ଡ ଜାଲରେ କଲକତା ପୁଲିସ୍‍ କମିଶନର

କଲକାତା : ରୋଜଭାଲି ଓ ସାରଦା ଭଳି ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାରେ କଲକାତା ପୁଲିସ୍‍ କମିଶନର ରାଜୀବ କୁମାରଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ରାଜୀବଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗରେ ଡେରା ପକାଇଥିବା ବେଳେ ସେ କେଉଁଆଡେ ଫେରାର ହୋଇଥିବା ଜାଣିବାକୁ ମିଳିଛି। କୁହାଯାଉଛି ଯେ ସିବିଆଇ ଖୁବଶୀଘ୍ର ରାଜୀବଙ୍କୁ ଗିରଫ କରିବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର ମମତା ବାନାର୍ଜୀଙ୍କ ଅତି ଘନିଷ୍ଟ କୁହାଯାଉଥିବା ପୁଲିସ କମିଶନର ରାଜୀବ ଗିରଫ ହେଲେ ଟିଏମସି ସରକାରଙ୍କ ଅଡୁଆରେ ପଡିବ ବୋଲି ଚର୍ଚ୍ଚା ହେଉଛି। ତେଣୁ ମମତା ତାଙ୍କୁ କେଉଁଆଡେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories