www.samajalive.in
Saturday, December 6, 2025
26.1 C
Bhubaneswar

ଘରେ ପଶିବା ସମୟରେ ଅହିରାଜର ଲାଞ୍ଜ ଭିଡିଦେଲେ ବ୍ୟକ୍ତି, ଆଉ ତା ପରେ…

ନୂଆଦିଲ୍ଲୀ ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଜୀବଜନ୍ତୁଙ୍କ ଫଟୋ ବା ଭିଡିଓ ଭାଇରାଲ ହୋଇଥାଏ । ଏଥିରେ କିଛି ଏମିତି ଭିଡିଓ ଥାଏ ଯାହା ଲୋକଙ୍କୁ ଭୟଭୀତ କରାଇଥାଏ । ଏମିତି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି  । ଏଥିରେ ଏକ ବିରାଟ ଅହିରାଜ ଦେଖିବାକୁ ମିଳୁଛି ।

- Advertisement -

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି ଏକ ବିଶାଳ ଅହିରାଜ ଏକ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଭିଡିଓରେ ଜଣେ ବ୍ୟକ୍ତି ନଜର ଆସୁଛନ୍ତି ଯିଏ କି ସାପକୁ ତା ଲାଞ୍ଜ ଧରି ଭିଡୁଛନ୍ତି । ଆଉ ଏହି ସମୟରେ ସାପଟି ପଛକୁ ବୁଲି ଫଣା ଦେଖାଉଛି । ବ୍ୟକ୍ତିଙ୍କ ହାତରେ ଏକ ବାଡି ଏବଂ ଏକ ସାପ ଧରିବା ଯନ୍ତ୍ର ମଧ୍ୟ ରହିଛି । ସେ ସେହି ଯନ୍ତ୍ର ସାହାଯ୍ୟରେ ସାପର ଲାଞ୍ଜ ଧରି ଭିଡିବା ପରେ ସାପଟି ରାଗିଯାଉଛି ଏବଂ ଫଣା ମେଲାଇ ଗୋଡାଇ ଆସୁଛି ।

ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍, ଓହଳି ରହିଲେ ଯୁବକ, ବାହାରୁଥିଲା ନିଆଁ; ଦେଖନ୍ତୁ ଛାତିଥରା ଭିଡିଓ

ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି କେବେକାର ଏବଂ କେଉଁ ସ୍ଥାନରେ ସେ ସମ୍ପର୍କରେ କିଛି ଜଣାପଡିନି । ସମସ୍ତେ ଏହାକୁ ସେୟାର କରୁଛନ୍ତି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories