ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍, ଓହଳି ରହିଲେ ଯୁବକ, ବାହାରୁଥିଲା ନିଆଁ; ଦେଖନ୍ତୁ ଛାତିଥରା ଭିଡିଓ

ହାଇଦରାବାଦ: ତେଲଙ୍ଗାନାର ହାଇଦରାବାଦରେ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଜଣେ ଟ୍ରକ୍‌ ଚାଳକଙ୍କୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାପରେ ପୁଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗିରଫ ଟ୍ରକ୍ ଚାଳକଙ୍କ ନାମ ପୃଥ୍ବୀରାଜ ବୋଲି ପୁଲିସ କହିଛି। ଭାଇରାଲ ଭିଡିଓରେ ରାସ୍ତାରେ କ୍ଷୀପ୍ର ଗତିରେ ଯାଉଥିବା ଏକ ଟ୍ରକ୍‌ ତା’ର ଆଗ ଚକରେ ଏକ ବାଇକ୍‌କୁ ଘୋଷାଡ଼ି ନେଉଥିବାବେଳେ ବାଇକ୍‌ ଚାଳକ ଜଣକ ଟ୍ରକ୍‌ରେ ଓହଳିଥିବା ଦେଖିବାକୁ ମିଳିଛି। ପରେ … Continue reading ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍, ଓହଳି ରହିଲେ ଯୁବକ, ବାହାରୁଥିଲା ନିଆଁ; ଦେଖନ୍ତୁ ଛାତିଥରା ଭିଡିଓ