www.samajalive.in
Saturday, December 6, 2025
23.1 C
Bhubaneswar

ଚାଷ ଜମିରେ ଗାଈ ସହ କିକି ଚାଲେଞ୍ଜ୍, ଭିଡିଓ ଦେଖି ଲୋକେ ହେଲେ ମତୁଆଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିକି ଚ୍ୟାଲେଞ୍ଜ ଚଳହ ପକାଇଛି। ସମଗ୍ର ବିଶ୍ବରେ ଏହି ଚ୍ୟାଲେଞ୍ଜକୁ ନେଇ ପ୍ରତିଦିନ ଶହଶହ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୁପର୍‌ ହିଟ୍‌ ଆଲ୍‌ବମ୍‌ ‘ଇନ୍‌ ମାଇଁ ଫିଲିଙ୍ଗ୍‌ସ୍‌’ଗୀତରେ ଅନୁପ୍ରାଣିତ ହୋଇ ‘କିକି ଚ୍ୟାଲେଞ୍ଜ’ ର ଆରମ୍ଭ ହୋଇଥିଲା। ଚାଲୁଥିବା କାରର ତାଳେ ତାଳେ ଡ୍ୟାନ୍ସ କରି ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାୟରାଲ କରାଯାଉଛି। ଏହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ସେହିପରି ଏକ ଭିଡିଓ ୟୁଟୁବରେ ଲୋକଙ୍କୁ ମତୁଆଲା କରିଛି। ଏହି ଭିଡିଓରେ ଚାଷ ଜମିରେ ଗାଈ ସହ ଦୁଇ ଜଣ କୃଷକ କିକି ଚ୍ୟାଲେଞ୍ଜ୍ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓକୁ ୧୬ ନିୟୁତ ଲୋକ ଦେଖିଛନ୍ତି। ‘କମେଡିଆନ୍‌’ ଏବଂ ‘ଡେଲି ସୋ’ର ଉପସ୍ଥାପକ ଟ୍ରେଓ୍ଵର୍‌ ନୋଆଃ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଭିଡିଓକୁ ପୋଷ୍ଟ୍‌ କରିବା ସହ ସେମାନଙ୍କୁ ବଜୟୀ ବୋଲି ଘୋଷଣା କରିଛନ୍ତି।

- Advertisement -

କେବଳ ସେତିକି ନୁହେଁ, କିକି ଚ୍ୟାଲେଞ୍ଜରେ କେବଳ ମଣିଷ କାହିଁକି ଜୀବଜନ୍ତୁଙ୍କୁ ମଧ୍ୟ ସାମିଲ କରାଯାଇଛି। ଚଳାନ୍ତା କାର ଭିତରୁ କ୍ୟାମେରାରେ ଉତ୍ତେଳନ କରାଯାଉଥିବା ନୃତ୍ୟର ଦୃଶ୍ୟ ସମଗ୍ର ବିଶ୍ବରେ ଚଳ ପକାଇଛି । କେବଳ ଯୁବବର୍ଗ ନୁହେଁ ବୟୋଜେଷ୍ଠଙ୍କୁ ମଧ୍ୟ ଏହି ଚାଲେଞ୍ଜକୁ ନେଇ ଉତ୍ସାହିତ ରହିଥିବା ଦୃଶ୍ୟମାନ ହେଉଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories