ଖୋର୍ଦ୍ଧା : ତେଲ ଟ୍ୟାଙ୍କର ଧକ୍କାରେ ଚାଲିଗଲ ପୁଅର ଜୀବନ। ମାଆ ଗୁରୁତର। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖୋର୍ଦ୍ଧା ଟାଉନ ଥାନା ଭାଲିଆବାଡି ଛକରେ ମଙ୍ଗଳବାର ଘଟିଛି। ସ୍କୁଲ ଛୁଟି ପରେ ମାଆ ସହ ପୁଅ ସ୍କୁଟିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳକର ବୟସ ୮ ବର୍ଷ ବୋଲି ଜଣାପଡିଛି। ଦୁର୍ଘଟଣାରେ ଗୁରୁତର ମାଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
Popular Categories



