www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ଦିନ ହେଲା ପଡ଼ିରହିଛି ମୃତଦେହ, ଦାଦନ ପୁଅ ଫେରିଲେ ହେବ ଶବ ସତ୍କାର

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗାଁର ପୁରନ୍ଦର ରଣା (ପନରୁ)(୫୫)ର ଗତ ମଙ୍ଗଳବାର ମୃତ୍ୟୁ ହୋଇଥିବା ବେଳେ ତାର ମୃତ ଦେହ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଘର ସାମ୍ନାରେ ପଡିରହିଥିବା ଜଣାଯାଇଛି। ମୃତ ବ୍ୟକ୍ତିର ଦୁଇ ପୁଅ ଦାଦନ ଯାଇଥିବା ବେଳେ ସେ ନିଜ ଗାଁରେ ଏକା ରହୁଥିଲେ। ପଞ୍ଚାୟତ ସମ୍ମୁଖ ଏକ ଘର ସାମ୍ନାରେ ରହି ଆସୁଥିବା ବେଳେ କିଛିଦିନ ହେଲା ଅସୁସ୍ଥ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବାପାର ମୃତ୍ୟୁ ଖବର ପାଇ ମୃତ ବ୍ୟକ୍ତିର ପୁଅ ଦାଦନରୁ ଫେରୁଥିବାରୁ ଶବ ଏଯାଏଁ ସତ୍କାର କରାଯାଇନାହିଁ ବୋଲି ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର ପ୍ରକାଶ କରିଛନ୍ତି। ଶବ ଦୁଇଦିନ ହେଲା ପଡ଼ି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories