www.samajalive.in
Saturday, December 6, 2025
16.1 C
Bhubaneswar

କାର୍‌ରୁ ୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ

ଖଲ୍ଲିକୋଟ : କାର୍‌ରୁ ୮୮ କେଜି ରୁପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଛି। ଗୁରାପଲୀ ଟୋଲ୍‌ ଗେଟ୍‌ ନିକଟରେ ଯାଞ୍ଚ ବେଳେ ଶୁକ୍ରବାର ଏହି ରୁପା ଇଟା ଓ ଟଙ୍କା ଜବତ ହୋଇଛି। ବ୍ରହ୍ମପୁରରୁ କଲକାତା ବିନା ଜିଏସଟିରେ ଚାଲାଣ ହେଉଥିବା ବେଳେ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୨ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

୨ ବାଇକ୍‌ ମୁହାଁମୁହିଁ ଧକ୍କା ; ୨ ଜଣଙ୍କ ମୃତ୍ୟୁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories