www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗାଡି ଜାଲିଦେଲେ ଆକ୍ରମଣକାରୀ

ଖଇରା : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ । ଦୁଇଟି ବାଇକ ସମେତ ଗୋଟିଏ ମାରୁତି ଗାଡି ଜାଲିଦେଲେ ଆକ୍ରମଣରୀ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଘଟିଛି।
ଖଇରା ବ୍ଲକ ତୁଟ ଗ୍ରାମର କୈଳାସ ଜେନା ସହିତ ସେହି ଗ୍ରାମର ଶଙ୍କର୍ଷଣ ଜେନା ଓ ବଂଶୀଧର ଜେନା ସହିତ ଦୀର୍ଘ ଦିନ ଧରି ଶତ୍ରୁତା ଲାଗିରହିଥିଲା ।ଆଗରୁ ଅନେକ ଧର ଗଣ୍ଡଗୋଳ କୁ ନେଇ ଥାନାରେ ଅଭିଯୋଗ ହୋଇଥିଲା ।ଗତକାଲି ବିଳମ୍ବିତ ରାତିରେ ବଂଶୀଧର ଓ ଶଙ୍କର୍ଷଣ ସହିତ ଅନ୍ୟ କିଛି ଲୋକ ହଠାତ କୈଳାସ ଙ୍କର ଘରେ ପଶି ଭୁଜାଲି ରେ ଆକ୍ରମଣ କରିବା ସହିତ ଦୁଇଟି ବାଇକ ଓ ମାରୁତି ଗାଡିକୁ ନିଆଁ ଲଗାଇ ଜାଲିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପରେ ଭୁଜାଲିରେ ଗୋଡାଇ ବାରୁ କୈଳାସ ପରିବାର ଲୋକେ ଘର ଛାଡ଼ି ବାହାର ଥିବା ଦେଖିବାକୁ ମିଳିଛି । କୈଳାସ ସଂମ୍ପର୍କୀୟ ଆସିଥିବା ମନୋଜ କୁମାର ଜେନା ଙ୍କର ଭୁଜାଲି ଆକ୍ରମଣ ରେ ଗୁରୁବାର ଥିବା ନେଇ ଜଣା ପଡ଼ିଛି ।ଏନେଇ ଖଇରା ଥାନାରେ ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories