ତିରୁଅନନ୍ତପୁରମ୍: କେରଳର ୨୦ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ମତଦାନ ହେବ। ତେବେ ଏପ୍ରିଲ ୨୬ ତାରିଖ ଶୁକ୍ରବାର ପଡୁଥିବା କାରଣରୁ ମତଦାନ ତାରିଖ ପରିବର୍ତ୍ତନ କରିବା ଲାଗି ରାଜ୍ୟ କଂଗ୍ରେସ ଭାରତର ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିକଟରେ ନିବେଦନ କରିଛି। ଶୁକ୍ରବାର ଇସଲାମ ଧର୍ମ ପାଇଁ ସପ୍ତାହର ଗୁରୁତ୍ବପୂର୍ଣ୍ଣ ଦିନ। ତେଣୁ ଶୁକ୍ରବାର ପରିବର୍ତ୍ତେ ଅନ୍ୟ କେଉଁ ଦିନ ରାଜ୍ୟରେ ମତଦାନ କରିବାକୁ ସ୍ଥିର କରାଯାଉ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଏମଏମ୍ ହାସନ ଓ ବିରୋଧୀ ଦଳ ନେତା ଭିଡି ସଥିସାନ କହିଛନ୍ତି।
Popular Categories



