www.samajalive.in
Saturday, December 6, 2025
15.1 C
Bhubaneswar

ଅଳଙ୍କାର ଦୋକାନରୁ ବଡ ଧରଣର ଚୋରି

କେନ୍ଦୁଝର ସଦର : ଏସପି ଅଫିସ ସାମ୍ନାରେ ଥିବା ସାଇରାମ ଅଳଙ୍କାର ଦୋକାନରୁ ଗତ ରାତିରେ ବଡ଼ ଧରଣର ଡ଼କାୟତି ହୋଇଛି । ଚୋରମାନେ କାନ୍ଥ କଣା କରି ସମସ୍ତ ସୁନା ଓ ରୁପାଲୁଟି ନେଇଛନ୍ତି । ଯିବାବେଳେ ଦୋକାନରେ ଲାଗିଥିବା ସିସି କ୍ୟାମେରା ମଧ୍ୟ ଚୋରି କରି ନେଇଛନ୍ତି। ଲକ୍ଷାଧିକ ଟଙ୍କାର ଅଳଙ୍କାର ଧନତେରସ ପାଇଁ ଥିବା ବେଳେ ସମସ୍ତ ଗହଣା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୁଲିସ ସାଇଣ୍ଟିଫିକ ଟିମର ସହଯୋଗରେ ତଦନ୍ତ ଆରମ୍ଭ କରିଛି । ଦୋକାନ ପଛ ପଟୁ ଚୋର ମାନେ ବଣ  ଓ ସମବାୟ ବ୍ୟାଙ୍କ ଦେଇ ପଶିଥିବା ସନ୍ଦେହ କରାଯାଉଛି । ସହରର ପୁଲିସ ମୁଖ୍ୟାଳୟ ସାମ୍ନାରୁ ଏହି ଚୋରି ଚର୍ଚ୍ଚାର ବିଷୟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories