www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରାବଣରେ ଶିବ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, କ୍ଷୋଭ ପ୍ରକାଶ କଲେ ଗ୍ରାମବାସୀ

ସମାଜ ଡିଜିଟାଲ ଡେସ୍କ: ଶ୍ରବାଣ ମାସରେ ଶିବ ମନ୍ଦିରରେ ଗ୍ରୀଲ କାଟି ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଆଦମପୁର ଗାଁରେ ଥିବା ଶିବ ମନ୍ଦିରରୁ ବିଳମ୍ବିତ ରାତିରେ କବାଟ କାଟି , ଗ୍ରୀଲ୍‍ କାଡି ଦାନ ବାକ୍ସ, ଘଣ୍ଟି ସବୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀମାନେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମାବାସୀ ମାନେ କହିଛନ୍ତି ଯେ ଗାଁରେ ଅସମାଜିକ କାର୍ଯ୍ୟକଳାପ ବଢି ଚାଲିଥିବା ବେଳେ ପ୍ରତିଦିନ ସନ୍ଧ୍ୟା ହେଲେ ଗାଁର ଶେଷ ମୁଣ୍ଡରେ ମାଫିଆ ଓ ଦୁର୍ବୃତ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ମନ୍ଦିର ପ୍ରତିଷ୍ଠା ହେବାର ମାତ୍ର ୪ମାସରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଠାକୁରଙ୍କ ଦାନ ବାକ୍ସରେ ଥିବା ଅର୍ଥରାଶି ଏବଂ ଠାକୁରଙ୍କ ବାସନ, ୧୮କିଲୋଗ୍ରାମର ଏକ ଘଣ୍ଟି ସବୁ କିଛି ଚୋରି କରି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୁବ୍ଧ ପ୍ରକାଶ ପାଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories