www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାଙ୍କ ଉପରେ ମାଡିଗଲା ହାଇଓ୍ବା

କେନ୍ଦ୍ରାପଡା: ବାପ , ପୁଅ ଆଗରେ ସ୍ତ୍ରୀ ଉପରେ ଚଢିଗଲା ହାଇଓ୍ବା। କେନ୍ଦ୍ରାପଡା ଜିଲ୍ଲା ତିନିମୁହାଣି ପୋଲ ନିକଟରେ ଅଭାବନୀୟ ଘଟଣା ଘଟିଛି। ଆଜି ମାଟ୍ରିକ ପରୀକ୍ଷାର ଦ୍ଵିତୀୟ ଦିନ ଥିବାବେଳେ ବାପା , ମାଆ ପୁଅକୁ ନେଇ ସ୍କୁଟି ଯୋଗେ ପରୀକ୍ଷା ଦେବା ପାଇଁ ଯାଉଥିଲେ। ଏତିକିବେଳେ ତିନି ମୁହାଣି ଛକ ନିକଟରେ ଏକ ହାଇଓ୍ବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ବାପା , ପୁଅ ଆହତ ହୋଇଥିଲେ । କିନ୍ତୁ ଘଟଣାସ୍ଥଳରେ ପତ୍ନୀଙ୍କର ଜୀବନ ଚାଲି ଯାଇଥିଲା। ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ପରେ ଖବର ପାଇ ପୁଲିସ୍ ଏବଂ ତହସିଲଦାର ଘଟଣାସ୍ଥଳ​‌ରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories