www.samajalive.in
Sunday, December 14, 2025
26.1 C
Bhubaneswar

ଉପାନ୍ତ ଗ୍ରାମରେ ଚାଷୀ, ଶ୍ରମିକ ପାଳିଲେ ସ୍ୱାଧୀନତା ଦିବସ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ଡାକଲା ଗ୍ରାମ ପଞ୍ଚାୟତ ମାଓ ପ୍ରବଣ ଉପାନ୍ତ ପାହାଡ଼ ପର୍ବତ ଘେରା ଗ୍ରାମ ସାନ ଡକଲା (ଡମଣୀ ଛୁଆଁ)ରେ ଦୀର୍ଘ ୭୫ ବର୍ଷ ପରେ ଦେଶ ପାଳୁଥିବା ଅମୃତ ଉତ୍ସବ ଅବସରରେ ଏହି ଗ୍ରାମର ଚାଷୀ, ମୁଲିଆ ଓ ମହିଳା, ହରଘର ତ୍ରିରଙ୍ଗା ଡାକରାରେ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିଛନ୍ତି। ଗ୍ରାମର ଚାଷୀ ତଥା ପୂର୍ବତନ ସମିତି ସଭ୍ୟା ପ୍ରେମଳତା ମାଝି ପତାକା ଉତ୍ତୋଳନ କରିଥିଲେ। ଗ୍ରାମର ପରୀକ୍ଷିତ ଚିରାଙ୍ଗୁନ, ହେମସାଗର ମାଝି, ଯୋଗେ ମାଝି, ବାଞ୍ଛାନିଧି ମାଝି, ଚକ୍ର ମାଝି, କୁବେର ମାଝି, ଅନଙ୍ଗ ମାଝି, ତିଳତମା ମାଝି, ସାଇବନି ମାଝି, ସଜନା ମାଝି, ପ୍ରମୁଖ ମାଝି ପ୍ରମୁଖ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିବା ପରେ ମିଷ୍ଟାନ ବଣ୍ଟନ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories