www.samajalive.in
Saturday, December 6, 2025
16.1 C
Bhubaneswar

କଣ୍ଟାବାଞ୍ଜି ଏନ୍‍ଏସିରୁ ପ୍ରଥମ କରୋନା ଚିହ୍ନଟ, ୩ ଦିନ ସଟଡାଉନ ଘୋଷଣା

କଂଟାବାଂଜି: ସ୍ଥାନୀୟ ଏନ୍‍ଏସି ୱାର୍ଡ ନଂ ୧୧ ସାଲେପଡା ଅଞ୍ଚଳରୁ ଜଣେ ୫୫ ବର୍ଷିୟ ମହିଳା ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଆଜି ସଂପୃକ୍ତ ମହିଳାଙ୍କୁ ବଲାଙ୍ଗିର କିସ କୋଭିଡ ହଟପିଟାଲକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଚିହିତ୍ସା ପାଇଁ ନିଆଯାଇଛି। ସଂପୃକ୍ତ ମହିଳା ଜଣଙ୍କ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ମହିଳାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛହାନ୍ତି ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ସ୍ୱାସ୍ଥ୍ୟବିଭାଗ ଓ ଏନ୍‍ଏସି ତରଫରୁ ଆରମ୍ଭ କରାଯାଇଥିବା ସ୍ଥାନୀୟ ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେସବୁକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୨୭ ତାରିଖ ସୋମବାର ସକାଳ ୬ଟା ଠାରୁ ଆଗାମୀ ୩୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ପାଇଁ ଆଜି ଟିଟିଲାଗଡ ଉପଜିଲ୍ଲାପାଳ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ତେଜେରାତି ଦୋକାନ, ପନିପରିବା, ଅଣ୍ଡା, ମାଛ, ମାଂସ, ଗ୍ୟାସ ଏଜେନ୍ସି, ପାଣି, କ୍ଷୀର, ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ଲାବ ଓ ଅତ୍ୟାବଶ୍ୟକ ସାମଗ୍ରୀ, ନେଉଥିବା ଯାନବାହନ ଚଳାଚଳ କରିବା ସହ ଦୋକାନ ବଜାର ସକାଳ ୭ ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories