www.samajalive.in
Saturday, December 6, 2025
15.1 C
Bhubaneswar

ନକଲି ବିଦେଶୀ ଓ ଦେଶୀ ମଦ ଜବତ , ୩ ଗିରଫ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ସହିତ ନକଲି ବିଦେଶୀ ମଦର ଅବାଧ କାରବାର ହେଉଥିବାର ଅଭିଯୋଗ ହେଇଛି । ଏହି ଅଭିଯୋଗ କ୍ରମେ ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ସହିତ ଚୋରା ଦେଶୀ ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଇଛି । ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ଼ ଗ୍ରାମର ସୁରସେନ ବେହେରା ଓ ଅନ୍ତର୍ୟ୍ୟାମୀ ବିଶ୍ୱାଳ ଏବଂ ଲୋଧଣୀ ଗ୍ରାମର ପାଣ୍ଡବ ପୃଷ୍ଟିଙ୍କୁ ଗିରଫ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories