www.samajalive.in
Saturday, December 6, 2025
15.1 C
Bhubaneswar

ହାତୀମୃତ୍ୟୁ ଘଟଣାରେ ୩ ଅଟକ

କାମାକ୍ଷାନଗର : ଭୁବନ ରେଞ୍ଜ ଅନ୍ତର୍ଗତ ରାଙ୍କିଆ ଗ୍ରାମରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ କ୍ରମରେ ୩ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ହେଲେ ରଙ୍କିଆ ଗ୍ରାମର ମାନସ ପାତ୍ର, ରମେଶ ମାଟିଆ, ମାଝୀ ପାତ୍ର । ପ୍ରକାଶ ଥାଉକି ଗତ ୧୪ ତାରିଖରେ ରଙ୍କିଆ ଗ୍ରାମ କଇଁଥଗୋଡା ନିକଟରେ ବିଦ୍ୟୁତ ଆଘାତରେ ଏକ ହାତୀର ମୃତ୍ୟୁ ହୋଇଥିଲା । ଏହି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ କ୍ରମରେ ୩ ଜଣଙ୍କୁ ଅଟକ ରଖାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories